ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କ ସ୍ଥାନ ନେଇଛନ୍ତି ପ୍ରଦୀପ ଜେନା । ନିକଟରେ ତାଙ୍କୁ ଉନ୍ନୟନ କମିଶନର ଭାବରେ ନୂଆ ନିଯୁକ୍ତି…