କବିତା : ଲୀଳାମୟ ତୁମେ ଜଗନ୍ନାଥ
ପ୍ରଶାନ୍ତ କୁମାର ନାଥ
ଲୀଳାମୟ ତୁମେ ନୀଳ ଜଳଧିରେ
କୋଟି ଜଳ ବିନ୍ଦୁ ରାଶି
କେ ପାରିବ କଳି ତୁମ ରୂପ ରାଶି
ଏ ଜଗତ ଦାଣ୍ଡରେ ବସି।
ପ୍ରତି ହୃଦୟରେ ତୁମେ ବିରାଜିତ
ସୁକ୍ଷ୍ମ ରୂପ ତୁମ ଧରି
ମୃତେ ଵି ଜୀବିତ ଜୀଵିତେ ବି ମୃତ
ଜୀବନକୁ କର ପାରି।
ପିୟୁଷରେ ତୁମେ ବିଷରେ ବି ତୁମେ…