Latest Odisha News

BREAKING NEWS

Browsing Tag

Prasenjit Sethy

ଗଳ୍ପ : ବାଳ ଶ୍ରମିକ

ପ୍ରସେନଜିତ୍ ସେଠୀ ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା…

ଗଳ୍ପ : ମୃତ ପ୍ରଜାପତି

ପ୍ରସେନଜିତ୍ ସେଠୀ  ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ…