ଗଳ୍ପ : ବାଳ ଶ୍ରମିକ
ପ୍ରସେନଜିତ୍ ସେଠୀ
ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା…