Latest Odisha News

BREAKING NEWS

Browsing Tag

Prashant Kishor

ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ଅକ୍ଟୋବର ୩୧ରେ ବିହାରରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଖୁଲାସା କରିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ନିର୍ବାଚନ ସମ୍ପର୍କୀତ…

ନୀତିଶଙ୍କୁ ଠକିଦେଲା ‘ଇଣ୍ଡିଆ’!

ଭୁବନେଶ୍ୱର: ଦେଶରୁ ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଇଣ୍ଡିଆ ଆଗଉଛି। ଏହି କ୍ରମରେ ମେଣ୍ଟର ସମନ୍ୱୟ କମିଟି ବୈଠକ କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ମେଣ୍ଟ ମିଳିତ ଭାବେ କାର୍ଯ୍ୟକ୍ରମ କରିବା ସହ ସିଟ ଭାଗବଣ୍ଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। କିନ୍ତୁ ଏସବୁ ଭିତରେ…

ପ୍ରଶାନ୍ତ କିଶୋର, ସିଦ୍ଧୁଙ୍କ ଓଲ୍ଡ ୱାଇନ୍ ଗୋଲ୍ଡ ଫ୍ରେଣ୍ଡ

ଭୁବନେଶ୍ୱର: ‘ଓଲ୍ଡ ୱାଇନ୍, ଓଲ୍ଡ ଗୋଲ୍ଡ, ଓଲ୍ଡ ଫ୍ରେଣ୍ଡ’ । ପଂଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ଏମିତି ଲେଖା ସହ ସେଲଫି ଟ୍ୱିଟ୍ କରିଛନ୍ତି। ମଂଗଳବାର ଭେଟ ପରେ ନିଜ ଷ୍ଟାଇଲରେ ସିଦ୍ଧୁ ଦୋସ୍ତି ୟାରି କଥା ଲେଖିଛନ୍ତି। ଜାଗା…

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

ଭୁବନେଶ୍ୱର: ନିର୍ବାଚନ ସହଯୋଗୀ ବା ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ମନା କରିଛନ୍ତି। ମଂଗଳବାର କଂଗ୍ରେସ ଅଫର କୁ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ପ୍ରଶାନ୍ତ ଟ୍ୱିଟ୍ କରି ଜଣେଇଛନ୍ତି। ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ…