ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ପ୍ରବୀଣ ସୁଦ । ସେ ଦୁଇ ବର୍ଷ ଧରି ସିବିଆଇ ନିର୍ଦ୍ଦେଶକ ରହିବେ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା…