୧୩ ଟି ଦେଶରେ ପ୍ରକାଶ ପାଇଛି ଅନିନ୍ଦିତାଙ୍କ କବିତା ସଙ୍କଳନ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆରଙ୍କ ତୃତୀୟ କବିତା ସଙ୍କଳନ ୧୩ଟି ଦେଶରେ ପ୍ରକାଶ ପାଇଛି।
ଏହି କବିତା ସଙ୍କଳନ 'ପ୍ରିଲ୍ୟୁଡସ ଅଫ ଲଭ'ରେ ରହିଛି ୩ଟି କବିତା । ଏହା ମୁମ୍ବାଇର ପେନ୍ସିଲ ପବ୍ଲିଶର ଦ୍ୱାରା ପ୍ରକାଶିତ । ଏହା ପୂର୍ବରୁ…