କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍ର ବ୍ୟବସ୍ଥା : ବିଏମସି କମିଶନର
ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିଶନର…