ପରଲୋକରେ ବ୍ରିଟେନ ରାଣୀ ଏଲିଯାବେଥ-୨ୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ
ଇଂଲଣ୍ଡ: ବ୍ରିଟେନର ପ୍ରିନ୍ସ ଫିଲିପଙ୍କ ଦେହାନ୍ତ ହୋଇଛି । ବ୍ରିଟେନର ରାଣୀ ଏଲିଜାବେଥ-୨ୟଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ପ୍ରିନ୍ସ ଫିଲିପଙ୍କର ମୃତ୍ୟୁ ନେଇ ବକିଙ୍ଗହମ ପ୍ୟାଲେସ ତରଫରୁ…