ହଷ୍ଟନ୍ ଏୟାରପୋର୍ଟରେ ଜଳିଗଲା ବିମାନ ,ଅଳ୍ପକେ ବର୍ତ୍ତିଲେ ୨୧ ଯାତ୍ରୀ
ଓଡ଼ିଶା ସମ୍ବାଦ ବ୍ୟୁରୋ : ହଷ୍ଟନ୍ ଏୟାରପୋର୍ଟରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୧ ଜଣ ଯାତ୍ରୀ। ବିମାନରେ ଥିବା ସମସ୍ତ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆମେରିକାର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଷ୍ଟନର ସମୟ ୧୦ ଟା ପାଖିପାଖି ହେବ ଏପରି ଅଘଟଣ…