ରାଜ୍ୟରେ ଜୋରଦାର ହେବ ଜେନମ ସିକ୍ବେନ୍ସିଂ, ସବୁ ଜିଲ୍ଲାରୁ ସାମ୍ପୁଲ ଟେଷ୍ଟ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ କେଉଁ ମ୍ୟୁଟାଣ୍ଟ ସକ୍ରୀୟ ରହିଛି । ଏସବୁର ଉତ୍ତର ଖୋଜିବାକୁ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆଗକୁ ଜେନମ ସିକ୍ବେନ୍ସିଂକୁ ଜୋରଦାର କରାଯିବ । ସାରା ରାଜ୍ୟର ଜେନମ୍ ସିକ୍ବେନ୍ସିଂର ରିପୋର୍ଟ ଆଇଏଲଏସକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ…