ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍
ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ…