Latest Odisha News

BREAKING NEWS

Browsing Tag

puneeth rajkumar

ଅଲବିଦା ପାଓ୍ୱାର ଷ୍ଟାର: ରାଷ୍ଟ୍ରୀୟ ସମ୍ମାନ ସହ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଳୁରୁ: ଅଲବିଦା ପୁନୀତ ରାଜକୁମାର । ପଞ୍ଚଭୂତରେ ଲୀନ ହୋଇଛି କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ପାର୍ଥିବ ଶରୀର । ଆଜି ବେଙ୍ଗାଳୁରୁରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତରେ ତାଙ୍କୁ ରାଷ୍ଟ୍ରୀୟ…

ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ୩୧ ଯାଏ ସହରର ସମସ୍ତ ମଦ ଦୋକାନ ବନ୍ଦ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ପରେ ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁ ପୋଲିସ ସହରର ସମସ୍ତ ମଦ ଦୋକାନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଦେଶ ଅନୁଯାୟୀ, ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା…