ଆଜି ପୁରୀରେ ପହଞ୍ଚିବ ରଥ କାଠ
ନୟାଗଡ଼: ରଥଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ରଥ କାଠ । ନୟାଗଡ଼ରୁ ପ୍ରଥମ ରଥ କାଠ ପରିବହନର ଶୁଭାରମ୍ଭ କରାଯାଇଛି । ବନଖଣ୍ଡ ପକ୍ଷରୁ ପୂଜାର୍ଚ୍ଚନା ପରେ ପରିବହନ ଅନୁକୂଳ ହୋଇଛି । ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଛି ଦୁଇ ଟ୍ରିପ୍ କାଠ ।
ପରମ୍ପରା ଅନୁସାରେ, ଆସନ୍ତା…