ଏପରି ଜାଣନ୍ତୁ କ୍ୟୁଆର କୋଡ୍ ଅସଲି ନା ନକଲି..
ଭୁବନେଶ୍ବର: କୋରୋନା ପର ଠାରୁ ଡିଜିଟାଲ ମାଧ୍ୟମରେ ପେମେଣ୍ଟ ପ୍ରକ୍ରିୟା ଭାରତରେ ବଢିଚାଲିଛି। ପ୍ରତ୍ୟେକ ଛୋଟ ଏବଂ ବଡ ଦୋକାନରେ ପେମେଣ୍ଟ ପାଇଁ କ୍ୟୁଆର (QR) କୋଡ୍ ବ୍ୟବହାର କରାଯାଉଛି । ଏହା ଏକ ଅତି ସହଜ ପ୍ରକ୍ରିୟା । ଯେଉଁଥିରେ ଫୋନ୍ ପେ, ଗୁଗଲ୍ ପେ ଏବଂ ପେଟିଏମ୍ ପରି କୌଣସି…