ଶକ୍ତି ଦେଖାଇଲା ବାୟୁସେନା, ଏଲ୍ଏସିରେ ଉଡିଲା ରାଫେଲ
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ସମାଧାନ ଲାଗି ଆଜି ଷଷ୍ଠଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଛି । ତେବେ ଏହା ପୂର୍ବରୁ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ…