ରାପର୍ ରଫତାର-କୋମଲ ବୋହରାଙ୍କ ଛାଡ଼ପତ୍ର!
ଭୁବନେଶ୍ୱର: ରାପର୍ ରଫ୍ତାର ଏବଂ ପତ୍ନୀ କୋମଲ ବୋହରା ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବରରେ ଉଭୟ ପତି-ପତ୍ନୀ ଛାଡ଼ପତ୍ରରେ ଦସ୍ତଖତ କରିବେ ବୋଲି ହିନ୍ଦୁସ୍ତାନ ଟାଇମସ୍ ଖବର ପ୍ରକାଶ କରିଛି । ସେମାନେ କୋଭିଡ୍ ସମୟରେ ୨୦୨୦ ମସିହାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।…