Latest Odisha News
Browsing Tag

raghuram rajan

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର…

ଚୀନର ମାନୁଫାକଚରିଂ ମଡେଲକୁ ଅନ୍ଧ ଭଳି ଅନୁସରଣ ନକରୁ ଭାରତ: ରାଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ବନ୍ଧରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ବଡ଼ ପରାମର୍ଶ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ଭାରତକୁ ସେବା ରପ୍ତାନି ଭିତ୍ତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଭାରତ ଚାଇନାର ଉତ୍ପାଦନ ଲିଡ୍…

ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ…

ଆମେରିକା-ଚୀନ୍ ବିବାଦ ଯୋଗୁଁ ବିଶ୍ୱବାଣିଜ୍ୟ ଖରାପ ହେବ, ଭାରତ ପାଇଁ ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ: ରାଜନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ବଢୁଛି ଏବଂ ବିଶ୍ୱ ବାଣିଜ୍ୟ ଅବସ୍ଥା ଆହୁରି ଖରାପ ହେବ। ଭାରତ ଏବଂ ବ୍ରାଜିଲ ପରି ଉଦୀୟମାନ ବଜାର ଦୃଷ୍ଟିରୁ ଏହି ପରିସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ ରିଜର୍ଭ…