ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଥିବା ଦେଖିବାକୁ ମିଳିଛି। କୃଷି ଆଇନକୁ ବିରୋଧ କରି ରାହୁଲ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ରାହୁଳ ଟ୍ରାକ୍ଟରେ ସଂସଦକୁ ପ୍ରବେଶ କରିବା ସମୟରେ ଅନ୍ୟ ବିରୋଧୀ ସାଂସଦମାନେ…