ଦ୍ରୁତ ଗତିରେ ଚାଲିଛି ସମ୍ବଲପୁର-ତାଳଚେର ଦୋହରୀକରଣ କାର୍ଯ୍ୟ
ଅନୁଗୁଳ: କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ୧୩.୫ କି.ମି. ଟ୍ରାକ୍ର ଦୋହରୀକରଣ କାର୍ଯ୍ୟ ଜାରି ରହିଛି। ଯାହାକି ସମ୍ବଲପୁର-ତାଳଚେର ଲିଙ୍କ୍ ଦୋହରୀକରଣ କାର୍ଯ୍ୟର ଅଂଶବିଶେଷ।
ଜାନୁୟାରୀ ୨୦୨୧ ର ପ୍ରଥମ ସପ୍ତାହ ସୁଦ୍ଧା ଏହା କାର୍ୟ୍ୟକ୍ଷମ ହୋଇପାରେ । ଦୋହରୀକରଣ କାର୍ଯ୍ୟର ଅଂଶ ସ୍ୱରୂପ…