ପଲ୍ଲୀ କବିଙ୍କ ପଲ୍ଲୀରେ ବର୍ଷା
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଆଧୁନିକ ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ବଳ ଏକ ଅମଳିନ ପ୍ରତିଭା । ସୃଷ୍ଟି ପ୍ରକ୍ରିୟାର ସ୍ୱତନ୍ତ୍ର ମୌଳିକ ଦୃଷ୍ଟିକୋଣରୁ ସେ ସାରସ୍ଵତ ଜଗତରେ ଅନ୍ୟାନ୍ୟ । ସମୟର ପ୍ରାଣ ସ୍ପନ୍ଦନରେ ତାଙ୍କ ସାହିତ୍ୟ ବେଶ୍ ଉର୍ଜସ୍ୱଳ ଓ ପ୍ରାଣବନ୍ତ । ଜାତୀୟ ଭାବଧାରାର…