ଆମ ଗାଁ ରଜ : ସୁଷମା ପରିଜା
ସୁଷମା ପରିଜା
ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…