ରଜରେ ରିଲିଜ ହେବ ‘ଚୁମ୍କି’
ଭୁବନେଶ୍ୱର: ଖୋଲିଗଲାଣି ସିନେମା ହଲ । ଦର୍ଶକ ବି ଶହେ ପ୍ରତିଶତ ବସିବା ପାଇଁ ଅନୁମତି ମିଳିଲାଣି । ଏବେ ଅପେକ୍ଷା ବଡ ସିନେମାକୁ । ଏହାକୁ ଦୃଷ୍ଟି ରଖି ରଜରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଚୁମ୍କି-ସେ ତ ପାଣିରେ ବୁଡିବ ନାହିଁ କି’ ।
ଭଦ୍ରା ମୋଶନ ଷ୍ଟୁଡିଓ ନିବେଦିତ ତଥା ଉପହାର…