Latest Odisha News

BREAKING NEWS

Browsing Tag

Raja Sankranti

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ବନସ୍ତେ ଡାକିଲା ଗଜ…

ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l  ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…