ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ରାକେଶ ଭଦୌରିଆ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ରାକେଶ କୁମାର ଭଦୌରିଆ ।
ଏୟାର ମାର୍ଶଲ ବିଏସ ଧନୋଆ ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଉପ ମୁଖ୍ୟ ରାକେଶ କୁମାର ଭଦୌରିଆଙ୍କୁ ବାୟୁସେନାର ଚିଫ୍ ଭାବେ ନିଯୁକ୍ତ କରାଯାଇଛି ।…