Latest Odisha News

BREAKING NEWS

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ରାକେଶ ଭଦୌରିଆ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ରାକେଶ କୁମାର ଭଦୌରିଆ ।

ଏୟାର ମାର୍ଶଲ ବିଏସ ଧନୋଆ ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଉପ ମୁଖ୍ୟ ରାକେଶ କୁମାର ଭଦୌରିଆଙ୍କୁ ବାୟୁସେନାର ଚିଫ୍ ଭାବେ ନିଯୁକ୍ତ କରାଯାଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବର ୩୧ ତାରିଖରେ ବି.ଏସ ଧନୋଆ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.