Latest Odisha News
Browsing Tag

rakesh roshan

କେମିତି ରହିଛି ରାକେଶ ରୋଶନଙ୍କ କର୍କଟ ପରବର୍ତ୍ତୀ ଜୀବନ

ନୂଆଦିଳ୍ଳୀ: ୨୦୧୮ ରେ ଥ୍ରୋଟ୍‌ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇଥିବା ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ କହିଛନ୍ତି ଯେ ପରୀକ୍ଷଣ ଏହା ପ୍ରମାଣ କରିବା ପୂର୍ବରୁ ମଧ୍ୟ ସେ ଗୁରୁତର ଅସୁସ୍ଥ ଥିଲେ। ସେ କହିଛନ୍ତି ଯେ ମାନସିକ ସ୍ତରରେ ଶକ୍ତିଶାଳୀ ଥିବାରୁ ସେ ଶୀଘ୍ର ଆରୋଗ୍ୟ ଲାଭ…

ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି। ଶନିବାର ଦିନ ଜଣେ ସେଣ୍ଟ୍ରାଲ କ୍ରାଇମ ୟୁନିଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୨ ବର୍ଷିୟ ସୁନୀଲ ବିଶ୍ୱନାଥଙ୍କୁ ଶୁକ୍ରବାର…