Latest Odisha News
Browsing Tag

Raksha Bandhan

ରାକ୍ଷୀ ପୂର୍ଣ୍ଣିମାରେ ସ୍ବିଗି ଓ ବ୍ଲିଙ୍କିଟରେ ରେକର୍ଡ ସଂଖ୍ଯକ ବିକ୍ରୀ

ନୂଆଦିଲ୍ଲୀ: ଭାରତରେ ଉତ୍ସାହର ସହ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି। ବାଣିଜ୍ୟିକ ପ୍ଲାଟଫର୍ମ ବ୍ଲିଙ୍କିଟ୍ ଏବଂ ସ୍ବିଗି ଇନଷ୍ଟାମାର୍ଟରେ ରେକର୍ଡ ସଂଖ୍ଯକ ବିକ୍ରୟ ହୋଇଛି। ପ୍ରତି ମିନିଟରେ ୭୦୦ ରାକ୍ଷୀ ଅର୍ଡର ହୋଇଥିବା ବେଳେ ଉପହାର ମଧ୍ଯ ଅନଲାଇନ ପଠାଇଥିଲେ। ଦୁଇ କମ୍ପାନୀ ସେମାନଙ୍କର…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା; ଦୁଇ ପ୍ରଭୁଙ୍କୁ ରାକ୍ଷୀ ବାନ୍ଧିଲେ ଦେବୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି । ଭାଇଭଉଣୀ ପବିତ୍ର…

[ଦେଖନ୍ତୁ ଭିଡିଓ] ଇତିହାସରୁ ପୁରାଣ ଯାଏ ରାକ୍ଷୀ…

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ…

ରାତି ପାହିଲେ ରକ୍ଷା ବନ୍ଧନ, ପାଟରା ସେବକଙ୍କ ଘରେ ଚାଲିଛି ବିଶାଳ ରାକ୍ଷୀର ପ୍ରସ୍ତୁତି

ପୁରୀ: ରାତି ପାହିଲେ ରକ୍ଷା ବନ୍ଧନ । ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭାଇର ସୁରକ୍ଷା ଓ ଉନ୍ନତି କାମନା କରି ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଶ୍ରୀମନ୍ଦିରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିବେ ଭଗିନୀ ସୁଭଦ୍ରା । ସ୍ନେହ ଓ…

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି । View this post on Instagram…