ପ୍ରୋଜେକ୍ଟ ‘ରକ୍ଷକ’ ଉଦଘାଟନ ପରେ ଆରମ୍ଭ ହେଲା ତାଲିମ କର୍ମଶାଳା
ଭୁବନେଶ୍ବର : ପ୍ରୋଜେକ୍ଟ ‘ରକ୍ଷକ’ ଉଦଘାଟନ ପରେ ଆରମ୍ଭ ହେଲା ତାଲିମ କର୍ମଶାଳା । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚି ସେବା ଯୋଗାଇବା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି । ୩୦ ଜିଲ୍ଲାରେ ୩୦୦ମାଷ୍ଟର ଟ୍ରେନରଙ୍କ ଜରିଆରେ ୩୦ ହଜାର…