ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ରଣବୀର
ମୁମ୍ବାଇ: ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ଅଭିନେତା ରଣବୀର ସିଂ। କଲଭର୍ସ ଟିଭିର ଏକ କୁଇଜ୍ ସୋ 'ବିଗ୍ ପିକ୍ଚର୍'ରେ ହୋଷ୍ଟ କରିବେ ରଣବୀର। ତେବେ ଏହା ରଣବୀରଙ୍କ ପ୍ରଥମ ଟେଲିଭିଜନ ଡେବ୍ୟୁ ହେବ।
ଏହି ଶୋ ’ବାନିଜୟ ଏସିଆ ଏବଂ ଆଇଟିଭି ଷ୍ଟୁଡିଓ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ବି.ଭି.…