ଜାନୁଆରି ୫ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ
ନୂଆଦିଲ୍ଲୀ-ପ୍ରାୟ ୧୦ ମାସ ପରେ ଜାନୁଆରି ୫ ତାରିଖରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ । ସୋମବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ବାକି ସବୁ ଦିନ ସାଧାରଣ ଲୋକେ ଏହି ସଂଗ୍ରହଳାୟ ପରିଦର୍ଶନ କରିପାରିବେ ।
ମ୍ୟୁଜିୟମ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଆଗୁଆ ସ୍ଲଗ ବୁକିଂ କରିବାକୁ ପଡିବ…