Latest Odisha News

BREAKING NEWS

Browsing Tag

Rath Yatra 2021

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ୩ ରଥର ଅଖ ସହ ଚକ ଡେରା ନୀତି ସମ୍ପାଦିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳା ଚଳଚଞ୍ଚଳ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ଯାତ୍ରା । ଏହି ଅବସରରେ ତିନିଟ ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ । ଶ୍ରୀମନ୍ଦିରରରେ ସକାଳ ଧୂପ…