କରୋନା ଅପଡେଟ୍; ଜାଣନ୍ତୁ କିଭଳି କରିବେ ପନିପରିବା ଓ ରାସନକୁ ସାନିଟାଇଜ୍ ?
ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ବାହାରେ ମିଳୁଥିବା ପନିପରିବା ଓ ରାସନ କେତେଦୂର କରୋନା ସଂକ୍ରମଣଠୁ ସୁରକ୍ଷୀତ ? ଆସନ୍ତୁ ଜାଣିବା ସାନିଟାଇଜେସନ୍ ର କିଛି ସରଳ ଉପାୟ ।
ପନିପରିବାକୁ ଖାଲି ପାଣି ବଦଳରେ ବେକିଂ…