Latest Odisha News

BREAKING NEWS

Browsing Tag

Ravindra Jadeja

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବେନି ଇଶାନ୍ତ-ଆଜିଙ୍କ୍ୟ-ଜାଡେଜା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା । ଖେଳିବେନି ଆଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା । ଆହତ କାରଣରୁ ତିନି ଜଣ ବାଦ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ଓ୍ୱାଙ୍ଖଡେରେ…

IPL: ଶେଷ ଓଭରରେ ୩୭ ରନ୍ କରି ଜାଡେଜାଙ୍କ ରେକର୍ଡ

ମୁମ୍ବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସରେ ଜାଡେଜା ଶେଷ ଓଭରରେ ୩୭ ରନ୍ କରି ରେକର୍ଡ କରିଛନ୍ତି । ବାମହାତୀ ଜାଡେଜା ୨୮ ବଲ୍ ଖେଳି ଅପରାଜିତ ୬୨ ରନ୍ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ…

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ବିଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଆହତ କାରଣରୁ ସିରିଜକୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି । କାନବେଲାରରେ ଗତକାଲି ଅଷ୍ଟ୍ରେଲିଆ…