ଦବଙ୍ଗଷ୍ଟାର ସଲମାନ ଖାନ୍ ନେଇଛନ୍ତି କରୋନା ଟିକା
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ନେଇଛନ୍ତି କରୋନା ଟିକା । ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସଲ୍ଲୁ ଭାଇ । ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି ।
ଦେଶରେ କରୋନା ଏବେ ପୁଣି ତାର କାୟା ମେଲାଇଛି । ଧୀରେ…