କରୋନାକୁ ମାତ୍ ଦେଲେ ଜୁନିଅର ବଚ୍ଚନ
ମୁମ୍ବାଇ: ସୁସ୍ଥ ହେଲେ ଜୁନିଅର ବଚ୍ଚନ । କରୋନା ଭୂତାଣୁକୁ ମାତ୍ ଦେଇଛନ୍ତି ଅଭିଷେକ ବଚ୍ଚନ । ଆଜି ତାଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ଆଜି ଅପରାହ୍ଣରେ ସେ କରୋନା…