ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ
ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍ କରିପାରେ। 'କାନାଡିୟାନ୍ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍'ରେ ଏହି ତଥ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ…