ଧାର୍ମିକ ମନୋଭାବ ଓ ନିରପେକ୍ଷ ନ୍ୟାୟ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଏବେ କେତେକ ହିନ୍ଦୁତ୍ୱ ସଂଗଠନ ମୋଗଲ ଅର୍ଥାତ୍ ମୁସଲିମ ଅତ୍ୟାଚାରର ପ୍ରମାଣ ଦେଖିବାକୁ ମିଳେ । ରାମ/କୃଷ୍ଣ ଜନ୍ମଭୂମି ଓ ଜିଆନବାପିରେ ଅବସ୍ଥିତ ଇଦ୍ଗା କିମ୍ବା ମସଜିଦ ହଟାଇବା ଓ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ବର୍ତ୍ତମାନ କୋର୍ଟରେ…