ରେଶମି ପନିର
ରେଶମୀ ଶାଢ଼ୀ ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ରେଶମି ପନିର ?ଆଜି ଆସନ୍ତୁ ତିଆରି କରି ଶିଖିବା ରେଶମି ପନିର । ରେଶମି ପନିର ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ:
ପନିର - ୩୦୦ ଗ୍ରାମ, ପିଆଜ – ୧ଟି , ଟମାଟୋ- ୧ଟି , ଶିମଳା ଲଙ୍କା - ୧ଟି, ଅଦା ରସୁଣ ପେଷ୍ଟ - ୧ ଚାମଚ, ଧନିଆ…