ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କଲା ପ୍ରଶାସନ, ସ୍ଥାନୀୟ ଲୋକଙ୍କ ବିରୋଧ
ରାୟଗଡ଼ା: ଜୀବନ ଝୁଲୁଥିଲା ଏବେ ତାଲା ଝୁଲିଲା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଛି ଜିଲ୍ଲା ପ୍ରଶାସନ । ବିଗତ ୨ ବର୍ଷ ମଧ୍ୟରେ ଏହି ଝୁଲାପୋଲ ଓ ନାଗାବଳୀ ନଦୀରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ଏଭଳି ନିଷ୍ପତ୍ତି…