ରାସ୍ତାରୁ ପାଇଥିବା ଆଇଫୋନକୁ ମାଲିକଙ୍କୁ ଫେରାଇ ପ୍ରଶଂସା ସାଉଁଟିଲେ ଓଡ଼ିଆ ଯୁବକ
ଭୁବନେଶ୍ୱର: ରାସ୍ତାରୁ ପାଇଥିବା ଆଇଫୋନକୁ ଅସଲି ମାଲିକଙ୍କୁ ଫେରାଇଲେ ଓଡ଼ିଆ ଯୁବକ । ଏହାକୁ ନେଇ ତାଙ୍କୁ ସବୁଠୁ ମିଳିଛି ପ୍ରଶଂସା । ଲୋଭର ବଶବର୍ତ୍ତୀ ନହୋଇ ବହୂ ମୂଲ୍ୟ ଆଇଫୋନକୁ ଫେରାଇଥିଲେ ଯୁବକ । ସୁଦୂର ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏହି ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ…