ଭିଜିଲାନ୍ସ ଜାଲରେ ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ
କୋରାପୁଟ: ଭିଜିଲାନ୍ସ ଜାଲରେ ସିମିଳିଗୁଡ଼ା ବ୍ଲକ ଦୁଧାରୀର ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ । ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଜୟପୁର ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ, ଜୟରାମ ପାଙ୍ଗି ନାମକ ବ୍ୟକ୍ତିଙ୍କ ବିଷୟ କିଛି ତଥ୍ୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତିନିମାସ…