[ଦେଖନ୍ତୁ ଭିଡିଓ] ପ୍ରକଳ୍ପ କାମ ଯୋଗୁ ଦୁର୍ବଳ ନଦୀ ବନ୍ଧରୁ ଖସୁଛି ଅତଡ଼ା। ଆତଙ୍କିତ ଅବସ୍ଥାରେ ଗାଁର ଲୋକେ
ଜଗତସିଂହପୁର : ଦୁର୍ବଳ ନଦୀ ବନ୍ଧ। ବନ୍ଧରୁ ଖସୁଛି ଅତଡ଼ା। ଆଉ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ଗାଁର ଲୋକେ। ବର୍ଷା ଦିନରେ ତୁହାକୁ ବର୍ଷା ସାଙ୍ଗକୁ ନଦୀ କୂଳ ଖାଉଛି । ଏପେଟେ ବନ୍ଧ କୋଉ ମହୁର୍ତ୍ତରେ ଭାଙ୍ଗିଯିବ ତାହା ବି କହିହେବନି । ଏ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜଗତସିଂହପୁର ନାଉଗାଁ…