ଦିଲ୍ଲୀର ରୋହିଣୀ କୋର୍ଟରେ ଟିଫିନ୍ ବୋମା ବିସ୍ଫୋରଣ
ନୂଆଦିଲ୍ଲୀ: ଖବର ଟିକେ ବିଳମ୍ବରେ ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଟିଫିନ୍ ବୋମା ବିସ୍ଫୋରଣ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି ।
ପ୍ରାଥମିକ ତଦନ୍ତରେ ଏକ ଲାପଟପ୍…