Latest Odisha News

BREAKING NEWS

Browsing Tag

Rourkela Government Hospital

କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ହେଉଛି କରୋନା, ଡାକ୍ତର ପଜିଟିଭ୍

ରାଉରକେଲା: କୋଭିଡ୍ ଟିକାର ଦୁଇ ଦୁଇଟି ଡୋଜ୍ ନେବା ପରେ ବି ହେଉଛି କରୋନା । କୋଭିଡ୍ ସଂକ୍ରମିତ ହେଲେ କରୋନା ଟିକାର ୨ ଡୋଜ୍ ନେଇଥିବା ଡାକ୍ତର । ସୂଚନା ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜୈନିକ ବରିଷ୍ଠ ଅସ୍ଥାୟୀ ଡାକ୍ତର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୭୧ ବର୍ଷୀୟ…

ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଳାଜମା ବ୍ୟାଙ୍କ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଘୋଷଣା କରିଛନ୍ତି । କୋଭିଡ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି।  କଟକ SCB ପରେ ଏବେ ପଶ୍ଚିମ ଓଡିଶା ପାଇଁ…

କାଲିଠୁ ତିନି ଦିନ ବନ୍ଦ ରହିବ ଆରଜିଏଚ୍ ଓପିଡି

ରାଉରକେଲା: ସହରରେ ଥିବା ସରକାରୀ ହସ୍ପିଟାଲରେ ଲାଗିଲା କଟକଣା । ଆସନ୍ତାକାଲିଠୁ ତିନି ଦିନ ପାଇଁ ବନ୍ଦ ରହିବ ଓପିଡି । ଆସନ୍ତା ୧୫ ତାରିଖ ଯାଏ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ । କେବଳ ଗୁରୁତର ରୋଗୀଙ୍କୁ ଓପିଡି ଆସିବାକୁ ଅନୁମତି ମିଳିବ । ଅନ୍ୟମାନେ…