ଅକ୍ଟୋବର ୧୫ ତାରିଖରେ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ କରିବ ରୁଷିଆ
ମସ୍କୋ: କରୋନା କାଳରେ ପୁଣି ସାରା ବିଶ୍ୱକୁ ଖୁସି କରିବା ଭଳି ଖବର ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ରୁଷିଆ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ ଆରମ୍ଭ କରିବ । ଆଜି ଏନେଇ ନିଜେ ପୁଟିନ୍ ସୂଚନା ଦେଇଛନ୍ତି ।
ଦ୍ୱିତୀୟ ଭ୍ୟାକସିନକୁ ବିକଶିତ କରିଛନ୍ତି ଭେକ୍ଟର…