Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

ଅନୁବାଦ ଗଳ୍ପ : ରାବୀ ଆର ପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩ ମୂଳ ହିନ୍ଦୀ: ଗୁଲଜାର  ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ  ମୁଁ ଜାଣି ପାରେନି, ଦର୍ଶନ ସିଂହ କେମିତି ପାଗଳ ହୋଇ ଯାଇନଥିଲା! ତା’ ବାପା ଘର ଭିତରେ ଥାଇ ମଲା । ତା’ ମା’ ଗୁରୁଦ୍ୱାରାର ସେଇ ଧ୍ୱଂସସ୍ତୂପ ଭିତରେ କୁଆଡ଼େ ହଜି ଯାଇଥିଲା…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…

କବିତା : ବଳକା ଆୟୁଷ

ମନୋରମା ସାହୁ  କ'ଣ କରିବି ଏବେ ଏତେ ବଳକା ଆୟୁଷକୁ ନେଇ ସବୁଦେବା, ନେବା, ପାଇବା, ହଜାଇବାର ସମୀକରଣକୁ ଭୁଲ ପ୍ରମାଣିତ କରି ଗୋଟିଏ ଜୀବନରେ ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ । ସବୁ କିଛିକୁ ଭୁଲି କ୍ଷତରେ ମଲମ ବୋଳି ଭଙ୍ଗା ଡେଣାକୁ ଯୋଡି ଫଟା କାନ୍ଥରେ ପଲସ୍ତରା ମାରି…

କବିତା : ଜହ୍ନରାତି

ଦୁର୍ଲ୍ଲଭ କୁମାର ରାଉତ ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ  । ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ । ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ ଧୂଳି…

ଅନୁବାଦ ଗଳ୍ପ : ଧୀରେନ୍ଦୁ ମଜୁମଦାରର ମା’

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨ ମୂଳ ମାଲୟାଲମ୍‌ : ଲଳିତାମ୍ବିକା ଅନ୍ତର୍ଜାନମ୍‌  ଆପଣ ଜାଣନ୍ତି ମୁଁ କିଏ ? ମୋ ନାଁ ଶାନ୍ତି ମଜୁମଦାର । ମୋର ବୟସ ନବେ ବର୍ଷ । ପୂର୍ବ ବଙ୍ଗର ଗୋଟିଏ ଅଖ୍ୟାତ ପଲ୍ଲୀରେ ମୋର ଜନ୍ମ ଓ ସେଇଠି ମୁଁ ବଢ଼ିଥିଲି । ବାହା ସାହା ହୋଇ ନଅଟି…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଗଳ୍ପ : ବିଶ୍ୱାସର ରାତିଟିଏ

ସୁଜାତା ମହାପାତ୍ର  ସେଦିନ ବି ଥିଲା ଏଇମିତି ଏକ ଅନ୍ଧକରାଚ୍ଛନ୍ନ ବର୍ଷୁକୀ ରାତି ଜନ୍ମାଷ୍ଟମୀର । ଘଡଘଡି ନିଜର ପୂର୍ଣ୍ଣ ଉନ୍ମାଦନାରେ, ସାମ୍ନାରୁ ଲହଡି ଭଳି ମାଡି ଆସୁଥାଏ ବର୍ଷାପାଣି ଓଭର ବ୍ରିଜର ରାସ୍ତା ଉପରେ । ପ୍ରଥମ ଗର୍ଭ ଯନ୍ତ୍ରଣା! ଯନ୍ତ୍ରଣା ଖୁସିର କି କଷ୍ଟର, ପୂର୍ଣ୍ଣତା…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

କବିତା : ତନ୍ଦ୍ରାଭଙ୍ଗ

ଆରତୀ ପଟ୍ଟଯୋଷୀ ସପନ ଦେଖିଲି ତୁମେ ଆସିଥିଲ ବସିଥିଲ ମୋର ପାଶେ, ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ ଜ୍ୟୋସ୍ନାଢାଳି ଚଉପାଶେ। କିଛି କହିଥିଲ କିଛି ଶୁଣିଥିଲ କିଛି ରହିଗଲା ବାକି, ତୁମ କଞ୍ଜନେତ୍ର ପାଗଳ କରିଲା ଚନ୍ଦନ କସ୍ତୁରୀ ସାକ୍ଷୀ। ଝରି ପଡୁଥିଲା ବୃକ୍ଷରୁ ବଉଳ ରାତି…