ଗଳ୍ପ : ନାଲି ଫ୍ରକ
ସଚ୍ଚିଦାନନ୍ଦ କର
ନାଲି ଫ୍ରକ ! ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା।ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା।
- " ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ ଆଣି ଦବ। "
ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା।
ପ୍ରାୟ…