Latest Odisha News

BREAKING NEWS

Browsing Tag

Sachidananda kar

ଗଳ୍ପ : ନାଲି ଫ୍ରକ

ସଚ୍ଚିଦାନନ୍ଦ କର ନାଲି ଫ୍ରକ ! ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା।ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା। - " ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ ଆଣି ଦବ। " ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା। ପ୍ରାୟ…

ଗଳ୍ପ : ଦେହପୋଡିର ଦୃଶ୍ୟ

ସଚ୍ଚିଦାନନ୍ଦ କର  ମୁଁ ତୁହାକୁତୁହା ଅଣନିଃଶ୍ବାସୀ ହେଉଥିଲି।ମୋ ଆଶଙ୍କା ଝାଳନାଳରେ ଲହୁଲୁହାଣ ହେଉଥିଲା।ଅସ୍ଥିରତା ଏମିତି ଶୀର୍ଷକୁ ଚାଲି ଯାଉଥିଲା ଯେ ମୁଁ ତା' ଦେହରେ ନିଆଁ ଲଗେଇ ତାକୁ ପୋଡି ମାରିଦେବାକୁ ଇଚ୍ଛା କରୁଥିଲି। ମୋର ଯେତେ ସବୁ ଅଶ୍ବସ୍ତି,ଲୁହ ଓ ଯନ୍ତ୍ରଣାର ସେ ହିଁ…

ଗଳ୍ପ : ସମୟର ଖେଳଣା

ସଚ୍ଚିଦାନନ୍ଦ କର ସମୟ ବିଦ୍ରୁପ କରୁଥିଲା। ବାରଣ୍ଡା ଗ୍ରୀଲ୍ ପାଖରୁ ପଛକୁ ଫେରିଲା ସେ।ସମୟକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲା। - " ବାପା ! ଆଜି ଯେମିତି ହେଲେ ମୋ ପାଇଁ ଖେଳଣା ଆଣିଦବ। " ଝିଅ କହିଲା। ହଠାତ୍ ବାପାର ମନରେ ଖୁସିର କ୍ଷୀଣ ରେଖାଟିଏ ଝଲସି ଉଠିଲା।-…

ଅଶ୍ଲୀଳତାକୁ ମାଧ୍ୟମ କରି ଜଣେ କେବେବି ପାଠକର ନିକଟରେ ପହଁଚି ପାରିବ ନାହିଁ: ସଚ୍ଚିଦାନନ୍ଦ କର

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ସଚ୍ଚିଦାନନ୍ଦ କର। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ,ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ ।ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…