ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀଙ୍କ STPI ପରିଦର୍ଶନ
ବିଶ୍ୱ ବିଜ୍ଞାନ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀ STPI ପରିଦର୍ଶନ କରିଛନ୍ତି । ୩୦ ଜଣ ଛାତ୍ରଛାତ୍ରୀ ସଫ୍ଟୱେର ଟେକନଲୋଜି ପାର୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପରିଦର୍ଶନରେ ଯାଇଥିଲେ । ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ କ୍ୟାମ୍ପସ୍, ଡାଟା ସେଣ୍ଟର, ଇକୋକ୍ରୋପ୍ରେନର…