କେମିତି ଅଛନ୍ତି ବଲିଉଡର ସାମ୍ରି ?
ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…